ଗୁରୁ ବୋଲି କିଛି ଜାଣିବା ଆଗରୁ ଗୁରୁ ଟିଏ ପାଇଥିଲି
ସିଏ ଥିଲା ମୋର ସ୍ନେହମୟୀ ମା ପ୍ରଥମରୁ ଚିନ୍ହିଥିଲି |
ମା ସତେ ତୁ ଗଢିଥିଲୁ ମୋତେ ଅଳି ଅଝଟକୁ ସହି
ଦୁଖ ଯନ୍ତ୍ରଣାକୁ କେତେ ଯେ ସହିଛୁ ପାରିବିନି ମୁ କହି |
ଗୁରୁନ୍କ ତାଡନା ଜାଣିବା ଆଗରୁ ତାଡନା ମୁ ପାଇଥିଲି
ସେ ତାଡନା ଥିଲା ବାପାନ୍କର ମୋର ସବୁ କିଛି ଭୁଲିଗଲି
ତାଡନା ନଥିଲା ଥିଲା ସେ ଶାସନ କରିବାକୁ ଶ୍ରୁନ୍ଖଳିତ
ନୁହେ କେବଳ ଯେ ଉକ୍ତି ଏହା ମୋର ସମସ୍ତଂକ ଅଭିମତ |
ପାଇଥିଲି ସ୍ନେହ ଗାଳି ବୋଲି ଆଜି ସଫଳ ମୋର ଜୀବନ
ତାଂକ ପାଦ ତଳେ କରୁଛି ଆଜି ମୁ ଶତ ଶତ ନମ ନମ |
ଭୁଲିବିନି କେବେ କରୁଛି ପ୍ରତିଞା ଠାକୁରଂକୁ ସାକ୍ଷୀ ରଖି
କରି ତାଂକ ପୁଜା ଉଡାଇବି ଧ୍ବଜା ସଫଳ ଆଣିବି ଡାକି |
ପିତା ମାତା କଥା ମାନିଥିବ ଯିଏ ନିସ୍ଚୟ ବଡ ହୋଇବ
ହାରିବନି କେବେ ଘୁନ୍ଚିବନୀ ପଛେ ଜୀବନେ ସୁଖ ପାଇବ |

No comments:
Post a Comment